• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଘାତ ବାର – ବିଛା , ଧନୁ , ମୀନ ପୁଷ୍କର ଦୋଷ – ଦିବା ୦୭/୨୭ ଗତେ ୧ ପାଦ, ପଶୁସମ୍ପଦ-ନାଶ- ଅନ୍ନ- ତିଳକାଞନ ଦାନ

Aquarius

କୁମ୍ଭ

Friday 07 Oct 2022

ଧନିଷ୍ଠା –ନୂତନ ଯୋଜନା ସଫଳତା ଲାଭ କରିବେ

ଶତଭିଷା – କୈାଣସି କର୍ମରେ ଆବଦ୍ଧ ରହିପାରନ୍ତି

ପୂ , ଭାଦ୍ରପଦ – ବନ୍ଧୁଙ୍କ ସହିତ ଉଲ୍ଲାସରେ କଟିବ

ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :