• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ସମାଧାନ ହେବ ..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ରବିବାର ଚନ୍ଦ୍ର- ତୁଳା ଦିବା ୦୪.୦୧ ଗତେ ବିଛା ତିଥି - ୧୧ଶୀ ରାତ୍ରି ୧୨.୪୬ ୧୨ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୬ ଗତେ ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୪୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Capricorn

ମକର

Sunday 07 Jan 2024

ଉ,ଷାଢା-ପରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ଅବସ୍ଥା ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କଠୁ ନୂଆ ସ୍ରୋତ  ମିଳିପାରେ ।  
ଶ୍ରବଣା- ଅଫିସରେ ଜଣେ ବନ୍ଧୁଙ୍କୁ କେଦ୍ର କରି ଝଗଡା ଲାଗିପାରେ । ବିଦ୍ୟାର୍ଥୀ ମାନବଙ୍କ ପାଇଁ ସମୟ ଅନୁକୂଳ ରହିବ । ରାଜନୈତିକ କ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ଧନିଷ୍ଠା- ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ବିଗିଡିଯିବ । ଅନ୍ୟ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅଟକିରହିଥିବା କାମର ଚିନ୍ତା ମନକୁ ଆନ୍ଦୋଠିତ କରିପାରେ । 
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :