Daily Horoscope 6th September 2022:ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଧନ ଲାଭ ହେବ
/odishatv-khabar/media/media_files/uploadimage/library/16_9/16_9_0/IMAGE_1662437190-488244.jpg)
ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର ତିଥି – ୧୦ ମୀ ପ୍ରାତଃ ୦୫/୫୪ ଗତେ ୧୧ ଶୀ ଚନ୍ଦ୍ର – ଧନୁ ରାତ୍ରି ୧୧/୩୭ ଗତେ ମକର ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ରାତ୍ରି ୧୧/୩୭ ଗତେ ସିଂହ ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬/୦୯ ଗତେ ୨ପାଦ- କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ରାତ୍ରି ୦୩/୦୫ ଗତେ ୩ ପାଦ- କୃଷି, ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞନ ଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
