• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର ଚନ୍ଦ୍ର – ମକର ରାଶିର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ – ଦିବା ୦୯/୪୧ ଗତେ ୧ ପାଦ , ପଶୁନାଶ- ଅନ୍ନଦାନ ।

Capricorn

ମକର

Thursday 06 Oct 2022

ଉ , ଷାଢା - କର୍ମ କ୍ଷେତ୍ରରେ ମହିଳା କର୍ମିଙ୍କ ଦ୍ୱାରା ପ୍ରଶଂସିତ ହେବେ

ଶ୍ରବଣା – କୈାଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି ଲାଭ କରିବେ

ଧନିଷ୍ଠା – ପରିବାରରେ ସୁଖ ଶାନ୍ତି ପ୍ରାପ୍ତି ହେବ

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :