• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର ଚନ୍ଦ୍ର – ମକର ରାଶିର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ – ଦିବା ୦୯/୪୧ ଗତେ ୧ ପାଦ , ପଶୁନାଶ- ଅନ୍ନଦାନ ।

Leo

ସିଂହ

Thursday 06 Oct 2022

ଉ , ଫାଲଗୁନୀ – ଶାରୀରିକ ଆର୍ଥିକ ହାନି ସୂଚିତ ହୁଏ

ହସ୍ତା – ବନ୍ଧୁ ବର୍ଗରେ ମତାନ୍ତର ଓ କଳହ ସୃଷ୍ଟି ହେବ

ଚିତ୍ରା – ଉଦର ରୋଗରେ ଆକ୍ରାନ୍ତ ହେବେ

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :