• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର ଚନ୍ଦ୍ର – ମକର ରାଶିର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ – ଦିବା ୦୯/୪୧ ଗତେ ୧ ପାଦ , ପଶୁନାଶ- ଅନ୍ନଦାନ ।

Gemini

ମିଥୁନ

Thursday 06 Oct 2022

ପୁନର୍ବସୁ - ଧନ ପ୍ରାପ୍ତିର ସୁଯୋଗ ଆସିବ

ପୁଷ୍ୟା – ଭୂମି, ସୁନା ଆଦି ଲାଭ କରିବେ

ଅଶ୍ଳେଷା - ମାନସିକ ଶାନ୍ତି ବୃଦ୍ଧି ପାଇବ

ପ୍ରତିକାର – ମନ୍ଦିରରେ କିଛି ଦ୍ରବ୍ୟ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :