• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର ଚନ୍ଦ୍ର – ମକର ରାଶିର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ – ଦିବା ୦୯/୪୧ ଗତେ ୧ ପାଦ , ପଶୁନାଶ- ଅନ୍ନଦାନ ।

Taurus

ବୃଷ

Thursday 06 Oct 2022

ମୃଗଶିରା - ଜମିଜମାକୁ ନେଇ ଶତ୍ରୁ ଉପୁଜିବେ

ଆଦ୍ରା - ସହ କର୍ମଚାରୀଙ୍କ ସହିତ ବଚସା ଲାଗିପାରେ

ପୁନର୍ବସୁ - ଅଧିକ ଖର୍ଚ୍ଚ କରିବାକୁ ପଡିପାରେ

ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :