Advertisment

Daily Horoscope 6th January 2025: ଆଜି ଏହି ରାଶିର ବ୍ୟକ୍ତି କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇବେ

author-image
Pallipuspa Samal
Daily Horoscope 6th January 2025: ଆଜି ଏହି ରାଶିର ବ୍ୟକ୍ତି କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇବେ
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୭ମୀ ସନ୍ଧ୍ୟା ୦୬.୨୩ ଗତେ ୮ ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା ୦୬.୨୩ ପର୍ଯ୍ୟନ୍ତ