ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ତିଥି – ୯ମୀ ଦିବା ୦୮/୨୮ ଗତେ ୧୦ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ନାସ୍ତି
ଉ , ଷାଢା - ଅଧିକାଂଶ ସମୟ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରିବ
ଶ୍ରବଣା – ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ
ଧନିଷ୍ଠା – ଧାର କରଜର ଚାପ ବୃ୍ଦ୍ଧି ପାଇବ
ପ୍ରତିକାର – ଭଗବାନ ବିଷ୍ଣୁଙ୍କର ପୂଜା କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮