• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th September 2022:ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଭୂମି ଲାଭର ସୂଚନା ମିଳିବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ତିଥି – ୯ମୀ ଦିବା ୦୮/୨୮ ଗତେ ୧୦ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା, କୁମ୍ଭ ରାଶିର ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ନାସ୍ତି

Pisces

ମୀନ

Monday 05 Sep 2022

ପୂ , ଭାଦ୍ରପଦ - ସାସୃତିକ ପରିବେଶରେ ଯୋଗ ଦାନ କରିବେ

ଉ , ଭଦ୍ରପଦ -ଧାର୍ମିକ ଭାବନାରେ ଶାନ୍ତି ପାଇବେ

ରେବତୀ – ଗୁରୁ ଦୃଷ୍ଟି ଲାଭ କରି ପାରନ୍ତି

ପ୍ରତିକାର – କିଛି ଲଡୁ ଧର୍ମ ସ୍ଥାନରେ ଭୋଗ ଲଗାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :