• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂର ଯାତ୍ରାର ଯୋଗ ରହିଛି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର ଚନ୍ଦ୍ର – ମକର ଅହୋରାତ୍ର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ନାସ୍ତି

Sagittarius

ଧନୁ

Wednesday 05 Oct 2022

ମୂଳା – ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିବେ

ପୂ , ଷାଢା – ପତି, ପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ

ଉ , ଷାଢା – କୈାଣସି ଅଶୁଭ ଖବର ପାଇ ପାରନ୍ତି

ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :