• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂର ଯାତ୍ରାର ଯୋଗ ରହିଛି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର ଚନ୍ଦ୍ର – ମକର ଅହୋରାତ୍ର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ନାସ୍ତି

Virgo

କନ୍ୟା

Wednesday 05 Oct 2022

ଉ , ଫାଲଗୁନୀ – ପାରିବାରିକ ଜୀବନରେ ପ୍ରିତିହାନି ଯୋଗ ରହିବ

ହସ୍ତା – ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ

ଚିତ୍ରା – ବାଣିଜ୍ୟରେ ଆର୍ଥିକ ହାନି ହୋଇପାରେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :