• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂର ଯାତ୍ରାର ଯୋଗ ରହିଛି

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର ଚନ୍ଦ୍ର – ମକର ଅହୋରାତ୍ର ଘାତ ଚନ୍ଦ୍ର- ସିଂହ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ନାସ୍ତି

Taurus

ବୃଷ

Wednesday 05 Oct 2022

କୃତିକା - ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ

ରୋହିଣୀ – କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ

ମୃଗଶିରା – ଅସାବଧାନତା ହେତୁ ଅପମାନିତ ହୋଇପାରନ୍ତି

ପ୍ରତିକାର – ମାଆ କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :