• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Nov 2022: ଏହି ରାଶିର ବ୍ୟକ୍ତି ଆଜି କୈାଣସି ଦୂର ଜାଗାକୁ ଯାତ୍ରା କରିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର ଚନ୍ଦ୍ର – ମୀନ ଅହୋରତ୍ର ତିଥି- ୧୨ଶୀ ସନ୍ଧ୍ୟା ୦୫/୦୭ ଗତେ ୧୩ ଶୀ ଘାତ ଚନ୍ଦ୍ର- ଧନୁ ଅହୋରତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫/୦୭ ଗତେ ୧ ପାଦ

Virgo

କନ୍ୟା

Saturday 05 Nov 2022

ଉ , ଫାଲଗୁନୀ – ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି ।

ହସ୍ତା – ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ବ୍ୟବସାୟରେ ସହରକୁ ଯାଇ ପାରନ୍ତି ।

ଚିତ୍ରା – ମାଲିମକନ୍ଦମା କ୍ଷେତ୍ରରେ ଉତମ ଫଳ ପାଇବେ । ମହିଳା ମାନଙ୍କର ଟେନ୍‌ସନ୍ କମିଯିବ ।

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :