• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Nov 2022: ଏହି ରାଶିର ବ୍ୟକ୍ତି ଆଜି କୈାଣସି ଦୂର ଜାଗାକୁ ଯାତ୍ରା କରିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର ଚନ୍ଦ୍ର – ମୀନ ଅହୋରତ୍ର ତିଥି- ୧୨ଶୀ ସନ୍ଧ୍ୟା ୦୫/୦୭ ଗତେ ୧୩ ଶୀ ଘାତ ଚନ୍ଦ୍ର- ଧନୁ ଅହୋରତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫/୦୭ ଗତେ ୧ ପାଦ

Cancer

କର୍କଟ

Saturday 05 Nov 2022

ପୁନର୍ବସୁ - ବ୍ୟବସାୟରେ ଅନୁକୂଳ ବାତା ବରଣ ଆସିପାରେ । ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।

ପୁଷ୍ୟା – କର୍ମକ୍ଷେତ୍ରରେ ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ବନ୍ଧୁଙ୍କ ସହିତ ନୂଆ ନାଟକ ଦେଖିବାକୁ ଯିବେ ।

ଅଶ୍ଳେଷା - ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ । ମହିଳା ମାନେ ସତର୍କତାର ସହ କାମ କରିବା ଭଲ

ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :