• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Nov 2022: ଏହି ରାଶିର ବ୍ୟକ୍ତି ଆଜି କୈାଣସି ଦୂର ଜାଗାକୁ ଯାତ୍ରା କରିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର ଚନ୍ଦ୍ର – ମୀନ ଅହୋରତ୍ର ତିଥି- ୧୨ଶୀ ସନ୍ଧ୍ୟା ୦୫/୦୭ ଗତେ ୧୩ ଶୀ ଘାତ ଚନ୍ଦ୍ର- ଧନୁ ଅହୋରତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫/୦୭ ଗତେ ୧ ପାଦ

Aquarius

କୁମ୍ଭ

Saturday 05 Nov 2022

ଧନିଷ୍ଠା – ନୂଆ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିବେ । ଶିଳ୍ପ , ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

ଶତଭିଷା – କର୍ମକ୍ଷେତ୍ରରେ ତରବରିଆ ହୋଇ ପଦକ୍ଷେପ ନେବା ଠିକ୍ ନୁହେଁ । ଛାତ୍ରଛାତ୍ରୀ ମାନେ ପଢାରେ ପଛେଇ ରହିବେ । ରାଜନୀତିରେ କିଛି ଦାୟିତ୍ୱ ଗ୍ରହଣ କରିବେ ।

ପୂ , ଭାଦ୍ରପଦ – ପୈତୃକ ସମ୍ପତିର ସମାଧାନ ହୋଇଯିବ । ମହିଳା ମାନେ ମନରେ ଚିନ୍ତାପ୍ରକଟ ରହିବେ ।

ପ୍ରତିକାର – ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :