• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Jan 2024: ଏହି ରାଶିର ବ୍ୟକ୍ତି ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠ ହେବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶୁକ୍ରବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୬.୪୫ ଗତେ ତୁଳା । ତିଥି- ୯ମୀ ରାତ୍ରି ୧୧.୪୬ ଗତେ ୧୦ମୀ । ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୬.୪୫ ପର୍ଯ୍ୟନ୍ତ । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Sagittarius

ଧନୁ

Friday 05 Jan 2024

ମୂଳା- କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ପ୍ରେମ କ୍ଷେତ୍ରରେ ଶୁଭ ସମାଚାର ମିଳିବ । ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ ।

ପୂ,ଷାଢା- ପୂର୍ବରୁ ଚାଲୁଥିବା ଆଇନ୍ ଗତ ଲଢେଇରେ ବିଜୟୀ ହେବେ । ଗୁରୁଙ୍କ ପରାମର୍ଶରେ ଧର୍ମ ମାର୍ଗରେ ଯିବାପାଇଁ ମନ ବଳାଇପାରନ୍ତି । ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ ।

ଉ,ଷାଢା- ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଯାତ୍ରା ସମୟରେ ପକେଟମାର କିମ୍ବା ଚୋରିଜନିତ ଧନ ହାନିର ସୂଚନା ମଧ୍ୟ ରହିଛି ।

ପ୍ରତିକାର- ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :