• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th Jan 2024: ଏହି ରାଶିର ବ୍ୟକ୍ତି ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠ ହେବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶୁକ୍ରବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୬.୪୫ ଗତେ ତୁଳା । ତିଥି- ୯ମୀ ରାତ୍ରି ୧୧.୪୬ ଗତେ ୧୦ମୀ । ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୬.୪୫ ପର୍ଯ୍ୟନ୍ତ । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।

Virgo

କନ୍ୟା

Friday 05 Jan 2024

ଉ,ଫଳଗୁନି- ପାରିବାରିକ ଜୀବନ ସୁଖରେ କାଟିବେ କିନ୍ତୁ ସାଧାରଣ କଥାରେ ବିତର୍କର ସମ୍ଭାବନା ରହିଛି । ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ କିନ୍ତୁ ଅସୁବିଧା ହେବନି ।

ହସ୍ତା- କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ବିଶ୍ୱାସ ଭାଜନ ହେବେ । ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବେ । କଠିନ ପରିଶ୍ରମ କରି ଲକ୍ଷସ୍ଥଳରେ ପହଞ୍ଚିବେ ।

ଚିତ୍ରା- ଗୃହପାଳିତ ପଶୁ ଓ ଯାଜବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି କାହାକୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ ।

ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :