Daily Horoscope 4th March 2025: ଆଜି କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ରାଶିଫଳ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୫ମୀ ଦିବା ୦୩.୧୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ ।

Aries

ମେଷ

Tuesday 04 Mar 2025

ଅଶ୍ୱନୀ- ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକମାନେ ପ୍ରଚୁର ପରିମାଣରେ ରହିବେ । ପାରିବାରିକ ଚାପରେ ବୃଦ୍ଧି ଘଟିବାର ସମ୍ଭାବନା ଅଛି ।       
ଦ୍ୱିଜା-  ବିବାହିତ ଜୀବନ ବିଷୟରେ ଭଲ ଅନୁଭବ କରିପାରିବେ ।  ଯେକୌଣସି ସମ୍ପତ୍ତି ବିକ୍ରୟରୁ ଟଙ୍କା ରୋଜଗାର କରିବାର ସୁଯୋଗ ଆସିପାରେ । ଛାତ୍ରଛାତ୍ରୀମାନେ ସହଜରେ ପଢୁଥିବା ଯେକୌଣସି ଜିନିଷକୁ ସ୍ମରଣ ରଖିପାରିବେ   ।
କୃତିକା- ଟଙ୍କାକୁ ଭଲ କାମରେ ଲଗାଇବାରେ ସକ୍ଷମ ହେବେ । ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ନେତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇବେ । ମହିଳା ମାନେ ଅନ୍ୟକୁ ସାହାର୍ଯ୍ୟ କରିବେ ।

ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

VASTU TIPS

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୫ମୀ ଦିବା ୦୩.୧୬ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ ।