ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ବୁଧବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୩ଶୀ ରାତ୍ରି ୧୨.୦୧ ଗତେ ୧୪ଶୀ ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର),ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।
ଉ , ଷାଢା – ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ । ପରିବାରରେ ହସଖୁସିର ବାତାବରଣ ଜାରି ରହିବ l କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ
ଶ୍ରବଣା –ଆପଣଙ୍କ ବ୍ୟବସାୟକୁ ଅଗ୍ରଗତି କରାଇବେ l ରାଜନିତିରେ ଅନେକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବେ ଯାହାକି ସମ୍ଭବ ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ମନୋବାଞ୍ଚିତ ସ୍ଥାନରେ ପଢିବାର ସୁଯୋଗ ପାଇବେ ।
ଧନିଷ୍ଠା – ଅଫିସକୁ ସୁନ୍ଦର ଭାବରେ ସଜାୟି ପାରନ୍ତି । ପୈତୃକ ସମ୍ପତିକୁ ନେଇ ପାରିବାରିକ ଦ୍ୱନ୍ଦ ଦୂରେଇ ଯିବ । ସଂସାରିକ ନୂଆ ଦିଗ ଦର୍ଶନ ପାଇବେ
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮