ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ବୁଧବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୩ଶୀ ରାତ୍ରି ୧୨.୦୧ ଗତେ ୧୪ଶୀ ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର),ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।
ବିଶାଖା –ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ l ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଉନ୍ନତ ଜ୍ଞାନ କୈାଶଳରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ ।
ଅନୁରାଧା – ସରକାରୀ କ୍ଷେତ୍ରରେ ମଧ୍ୟ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ l ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଅଫିସ୍ରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ ।
ଜ୍ୟେଷ୍ଠା – ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ । ଶତୃମାନେ ମିତ୍ରଭାବେ ଆଚରଣ କରିବେ । ନିର୍ଭରଯୋଗ୍ୟ ଆୟ ପାଇବେ ଯାହା ଆପଣଙ୍କର ସମସ୍ତ ଆର୍ଥିକ ଅସୁବିଧାକୁ ଦୂର କରିବ l
ପ୍ରତିକାର – ମାଆ ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯