ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ବୁଧବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୩ଶୀ ରାତ୍ରି ୧୨.୦୧ ଗତେ ୧୪ଶୀ ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର),ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।
ଉ , ଫାଲଗୁନୀ – ପାରିବାରିକ ସମସ୍ୟା ସମାଧାନରେ ରାସ୍ତା ଖୋଜିବାରେ ସମର୍ଥ ହେବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ବ୍ୟବସାୟୀ ମାନେ ବଡ ବ୍ୟବସାୟିଙ୍କ ସହ ହାତ ମିଳାଇବେ ।
ହସ୍ତା – ରାଜନିତିରେ ଲୋକଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ
ଚିତ୍ରା – ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ । ଭୂ-ସମ୍ପତି ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ପୁରୁଣା କାମ ପୁରା କରିବା ପାଇଁ ଦିନଟି ଭଲ ରହିବ
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫