ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ବୁଧବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୩ଶୀ ରାତ୍ରି ୧୨.୦୧ ଗତେ ୧୪ଶୀ ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର),ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।
ପୁନର୍ବସୁ - ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ l ବ୍ୟବସାୟ ଆରମ୍ଭ କରିବା ପାଇଁ ଅନୁକୂଳ ବାତା ବରଣ ଆସିପାରେ । ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ । ଲେଖାପଢାରେ ସାଥିଙ୍କ ସାହାର୍ଯ୍ୟ ସହଯୋଗ ମିଳିବ ।
ପୁଷ୍ୟା – କର୍ମକ୍ଷେତ୍ରରେ ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ବନ୍ଧୁଙ୍କ ସହିତ ନୂଆ ନାଟକ ଦେଖିବାକୁ ଯିବେ । ସଙ୍ଗୀତ କ୍ଷେତ୍ରରେ ଭଲ ନାମ କମାଇବେ l
ଅଶ୍ଳେଷା - ମନୋରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ । ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ l ଘରୋଇ କାମକୁ ନେଇ ବଡ଼ ଫଇସଲା କରି ପାରନ୍ତି
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨