• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ଧନ ପ୍ରାପ୍ତିର ଯୋଗ ରହିଛି

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର ।ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୧୪ଶୀ ରାତ୍ରି ୦୯.୩୦ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୯.୧୬ ଗତେ ୧ ପାଦ ।

Leo

ସିଂହ

Saturday 04 Feb 2023

ମଘା- ଭାବିଥିବା କାମ କାହାରି ସାହାର‌୍ୟ୍ୟରେ ପୂରା ହୋଇଯିବ ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ଆୟବ୍ୟୟ ସମାନ ପରିମାଣରେ ରହିବ । ମନର ବ୍ୟଥା ପାଖ ଲୋକକୁ କୁହନ୍ତୁ, ମନ ହାଲକା ରହିବ

ପୂ- ଫାଲ୍‌ଗୁନୀ- ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । ଭାବପ୍ରବଣ ରହିଲେ ମନରେ ଅଶାନ୍ତି ବଢିବ । ନିଜର ଖରାପ ବ୍ୟବହାର ପାଇଁ ନିନ୍ଦା ଶୁଣି ପାରନ୍ତି । ଛାତ୍ରଙ୍କ ଲେଖା ପଢାରେ ବାଧା ଦୂର ହୋଇଯିବ

ଉ- ଫାଲ୍‌ଗୁନୀ- ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ପାରନ୍ତି । ପଡୋଶୀ ଶତୃତା ଲାଗି ରହିବ ।

ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :