• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ଧନ ପ୍ରାପ୍ତିର ଯୋଗ ରହିଛି

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର ।ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୧୪ଶୀ ରାତ୍ରି ୦୯.୩୦ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୯.୧୬ ଗତେ ୧ ପାଦ ।

Aquarius

କୁମ୍ଭ

Saturday 04 Feb 2023

ଧନିଷ୍ଠା- ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ଭଲ ସମ୍ବନ୍ଧ ରହିବ । ଧୈର୍ଯ୍ୟ ଧରି କାମ କରିଲେ ସଫଳତା ପାଇବେ । ପଡୋଶୀଙ୍କ ସହିତ ଶତୃତା ଭାବ ସୃଷ୍ଟି ହୋଇପାରେ । ସହକର୍ମୀଙ୍କ ତ୍ରୁଟିରେ ବିରକ୍ତି ହୋଇପାରନ୍ତି । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ

ଶତଭିଷା- ଶିକ୍ଷାକ୍ଷେତ୍ରରେ ଭଲ ପରିମାଣ ପାଇବେ । ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । ଆପଣଙ୍କର ମନୋବଳ ଉଚ୍ଚ ରହିବ

ପୂ, ଭାଦ୍ରପଦ- ପୂର୍ବରୁ ନେଇଥିବା ନିସ୍ପତି ଆପଣଙ୍କୁ ଭଲ ଫଳ ଦେବ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ । ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ । କାମରେ ନିଜ ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :