• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ଧନ ପ୍ରାପ୍ତିର ଯୋଗ ରହିଛି

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର ।ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୧୪ଶୀ ରାତ୍ରି ୦୯.୩୦ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୯.୧୬ ଗତେ ୧ ପାଦ ।

Aries

ମେଷ

Saturday 04 Feb 2023

ଅଶ୍ୱନୀ- ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । କିଛି ଲୋକଙ୍କ ଠାରୁ ଆଶାଠୁ ଅଧିକ ଲାଭ ମିଳିବ । ଅଫିସରେ ସମସ୍ତଙ୍କ ସହିତ ଭଲ ସପଂର୍କ ରହିବ । ବ୍ୟବସାୟ କରିବା ଲାଗି ଦିନଟି ଭଲ ରହିବ । ଧ୍ୟାନ ଜପରେ ମନ ନିବେଶ କରିବେ

କୃତିକା- ଛାତ୍ରିଙ୍କ କ୍ୟାରିଅରେ ନୂଆ ମୋଡ ଆସିପାରେ । କାର‌୍ୟ୍ୟ କ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ । ଚାକିରିଆଙ୍କ କାମରେ ବୋଝ କମ୍ ରହିବ । ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ ।

ଦ୍ୱିଜା- କାରବାର ବୃଦ୍ଧି ଲାଗି ଭଲ ପରାମର୍ଶ ମିଳିବ । କୈାଣସି ସପଂର୍କୀୟ ଆପଣଙ୍କୁ ଧାର ମାଗିପାରନ୍ତି । କ୍ରୋଧକୁ ନିୟଣନ୍ତ୍ରରେ ନରଖିଲେ ଅସୁବିଧାରେ ପଡିବେ । ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ

ପ୍ରତିକାର- ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :