ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ମଙ୍ଗଳବାର। ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୨ଶୀ ରାତ୍ରି ୧୦.୦୨ ଗତେ ୧୩ଶୀ,ଘାତ ଚନ୍ଦ୍ର- ବିଛା,(ଅହୋରାତ୍ର)ଘାତ ବାର – ମକର,ପୁଷ୍କର ଦୋଷ – ୩ ପାଦ – କୃଷି, ପଶୁ ଓ ବଂଶହାନି ଭୂମି- ଅନ୍ନ ଓ ତିଳକାଞନ ଦାନ ଦିବା ୦୪.୨୫ ଗତେ ୨ ପାଦ
ଧନିଷ୍ଠା - ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ । ଶାରିରୀକ କ୍ଲେଶ ଦୂର ହୋଇଯିବ । ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ । ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ ।
ଶତଭିଷା – ଗୃହରେ ମାଙ୍ଗଳିକ କାର୍ୟ୍ୟ ସମ୍ପାଦନା କରିବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ବହୁଦିନରୁ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆଇନ ସହୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ । ଆତ୍ମୀୟ ସୂଜନଙ୍କ ସାହାଯ୍ୟ ସହଯୋଗ ପାଇବେ ।
ପୂ , ଭାଦ୍ରପଦ – ଜୀବନରେ କିଛି ପରିବର୍ତନ କରିବାକୁ ଚେଷ୍ଟା କରିବେ । ନିଜ ଲୋକଙ୍କ ବେଖାତିରି ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ । ଆପଣଙ୍କ ସି୍ଥତି ବିପର୍ୟ୍ୟସ୍ତ ହୋଇପାରେ, ଏବଂ କୌଣସି ଅସ୍ୱାଭାବିକ ଘଟଣାରେ ସପୃକ୍ତ ରହିବେ
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮