• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ନୂଆ ଗାଡ଼ି କିଣିବାର ଯୋଗ ରହିଛି

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ରାତ୍ରି ୦୨.୩୧ ଗତେ କର୍କଟ,ତିଥି – ୧୩ଶୀ ସନ୍ଧ୍ୟା ୦୬.୫୮ ଗତେ ୧୪ଶୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୦୨.୩୧ ପର୍ଯ୍ୟନ୍ତ,ଘାତ ବାର- ବିଛା , ଧନୁ ଓ ମୀନ ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।

Leo

ସିଂହ

Friday 03 Feb 2023

ମଘା- ଜୀବନ ସାଥିଙ୍କ ସହିତ ସମ୍ବଦ୍ଧ ମଜବୁତ ରହିବ । ବେପାରରେ ଧନବାନ୍ ହେବେ । ଯେକୈାଣସି କାମ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ । କର୍ମକ୍ଷେତ୍ରରେ ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କ ଦରମା ବଢିପାରେ । ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ

ପୂ- ଫାଲ୍‌ଗୁନୀ- ସହକର୍ମୀ ମାନେ ସାହାର‌୍ୟ୍ୟ କାରୀ ସାବ୍ୟସ୍ତ୍ୟ ହେବେ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ଅତୀତ ସ୍ମୃତି ତାଜା ହୋଇପାରେ । ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ ।

ଉ- ଫାଲ୍‌ଗୁନୀ- କ୍ୟାରିୟରରେ ମୋଡ ପରିବର୍ତନ ଲାଗି ଦିନଟି ଶୁଭ ରହିବ । ଜମିଜମାକୁ ନେଇ ଗଣ୍ଡେଗୋଳ ସୃଷ୍ଟି ହୋଇପାରେ । ଘରର ବୟୋଜ୍ୟେଷ୍ଠଙ୍କର ପାରାମର୍ଶ ନେଇ କାର‌୍ୟ୍ୟ କରିଲେ ସଫଳତା ପାଇବେ ।

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :