Advertisment

Daily Horoscope 31st Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି

author-image
Pallipuspa Samal
Daily Horoscope 31st Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର ଚନ୍ଦ୍ର – ଧନୁ ଦିବା ୧୧/୨୩ ଗତେ ମକର ତିଥି- ୭ମୀ ରାତ୍ରି ୦୧/୧୧ ଗତେ ୮ମୀ ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଦିବା ୧୧/୨୩ ଗତେ ସିଂହ ଘାତ ବାର – ମିଥୁନ ପୁଷ୍କର ଦୋଷ – ୨ ପାଦ ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୧/୧୧ ଗତେ ୧ ପାଦ