• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 31st July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଜମିଜମା କ୍ରୟ କରିବାର ଯୋଗ ରହିଛି

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର। ଚନ୍ଦ୍ର- ବୃଷ ରାତ୍ରି ୧୦.୧୬ ଗତେ ମିଥୁନ। ତିଥି- ୧୧ଶୀ ଦିବା ୦୩.୫୫ ଗତେ ୧୨ଶୀ। ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୧୦.୧୬ ଗତେ କନ୍ୟା ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ଦିବା ୦୩.୫୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

Sagittarius

ଧନୁ

Wednesday 31 Jul 2024

ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର‌୍ୟ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଶାରୀରିକ ଅସୁସ୍ଥତା ଦୂରେହବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ । ମାଲିମକଦ୍ଦମାରେ ସଫଳତା ମିଳିବ । ସାମାଜିକ ସଂସାର କାମରେ ସହଯୋଗ କରିବେ । କର୍ମକ୍ଷେତ୍ରରେ ସମନ୍ୱୟ ରକ୍ଷାକରିବା ଫଳରେ ବନ୍ଧୁତ୍ୱ ବୃଦ୍ଧି ପାଇବ

ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :