• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th July 2023: ଏହି ରାଶିର ବ୍ୟକ୍ତି... ଆଜି ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ତିଥି- ୧୨ଶୀ ଦିବା ୧୦.୩୪ ଗତେ ୧୩ଶୀ । ଘାତ ଚନ୍ଦ୍ର- ତୁଳା, କୁମ୍ଭ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ପାଦ- କୃଷି ଓ ପଶୁହାନୀ- ଭୂମି ଓ ଅନ୍ନଦାନ ଦିବା ୧୦.୩୪ ଗତେ ୧ପାଦ-କୃଷିହାନୀ-ଭୂମିଦାନ ।

Capricorn

ମକର

Sunday 30 Jul 2023

ଉ , ଷାଢା- ଶରୀରରେ ଆଘାତ ଲାଗିପାରେ । ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରି ଆପଣଙ୍କୁ ଉପହାର ଦେବେ । ଚାକିରିଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ ।

ଶ୍ରବଣା- କାହାକୁ କୌଣସି କଥା ବୁଝାଇବାରେ ଭୁଲ ହୋଇପାରେ । ସାମାଜିକ କାର୍ଯ୍ୟକୁ ଯିବା ପାଇଁ ଭଲ ଅବସର ମିଳିବ । ରାଜନେତାଙ୍କର ସମାଜରେ ଆଦର ବଢିବ । ପଢାରେ ଗୁରୁଜନଙ୍କ ଆଶୀବାଦ ଲାଭ କରିବେ ।

ଧନିଷ୍ଠା- ନୂଆ ଘର କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । ମହିଳା ମାନେ ନୂଆ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ମୂଲ୍ୟବାନ ଜିନିଷ ହଜି ଯିବାର ସମ୍ଭାବନା ରହିଛି ।

ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :