• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ପଦୋନ୍ନତି ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର ତିଥି –୭ମୀ ରାତ୍ରି ୦୬/୪୭ ଗତେ ୮ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬/୪୭ ଗତେ ୧ପାଦ-କୃଷିଦାନି-ଭୂମିଦାନ

Scorpio

ବିଛା

Sunday 02 Oct 2022

ବିଶାଖା – ପରିହାସ ଯୁକ୍ତ କଥା କହିବା କାରଣରୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ

ଅନୁରାଧା – ପରିବାର ଭିତରେ କଳହ ସୃଷ୍ଟି ହୋଇପାରେ

ଜ୍ୟେଷ୍ଠା – ଆକସ୍ମିକ ଦୁର୍ଘଟଣାର ସମୁଖିନ ହୋଇ ପାରନ୍ତି

ପ୍ରତିକାର – ସକାଳୁ ସୂର୍ଯ୍ୟ ଦେବତାକୁ ଜଳ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :