• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ପଦୋନ୍ନତି ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର ତିଥି –୭ମୀ ରାତ୍ରି ୦୬/୪୭ ଗତେ ୮ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬/୪୭ ଗତେ ୧ପାଦ-କୃଷିଦାନି-ଭୂମିଦାନ

Libra

ତୁଳା

Sunday 02 Oct 2022

ଚିତ୍ରା –ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ମିଶିବା ସୁଯୋଗ ପାଇବେ

ସ୍ୱାତୀ – ରାଜନୀତିରେ ଆର୍ଥିକ ଲାଭ ମିଳିପାରେ

ବିଶାଖା –ଅନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ

ପ୍ରତିକାର –ଦହି, ଅରୁଆ ଚାଉଳ ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :