• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Oct 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରିରେ ପଦୋନ୍ନତି ପାଇବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର ତିଥି –୭ମୀ ରାତ୍ରି ୦୬/୪୭ ଗତେ ୮ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬/୪୭ ଗତେ ୧ପାଦ-କୃଷିଦାନି-ଭୂମିଦାନ

Cancer

କର୍କଟ

Sunday 02 Oct 2022

ପୁନର୍ବସୁ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସଂପୂର୍ଣ୍ଣ କରିବେ

ପୁଷ୍ୟା – ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରିବେ

ଅଶ୍ଳେଷା - ଚାକିରିରେ ପଦୋନ୍ନତିର ଯୋଗ ରହିଅଛି

ପ୍ରତିକାର –ଧଳା ରଙ୍ଗର ମାଛକୁ ଖାଦ୍ୟ ଦେଇ ଦିନ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :