ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର ତିଥି –୭ମୀ ରାତ୍ରି ୦୬/୪୭ ଗତେ ୮ମୀ ଚନ୍ଦ୍ର – ଧନୁ ଅହୋରାତ୍ର ଘାତ ଚନ୍ଦ୍ର- ତୁଳା , କୁମ୍ଭ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬/୪୭ ଗତେ ୧ପାଦ-କୃଷିଦାନି-ଭୂମିଦାନ
ଅଶ୍ୱନୀ –ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ
ଦ୍ୱିଜା – ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ
କୃତିକା –ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ
ପ୍ରତିକାର - ମା ମଙ୍ଗଳାଙ୍କର ପୂଜା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯