• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd February 2024: ଏହି ରାଶିର ବ୍ୟକ୍ତିଙ୍କ ସଡକ ଦୁର୍ଘଟଣାର ସମ୍ଭାବନା ରହିଛି ...

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୭ମୀ ଦିବା ୦୪.୦୨ ଗତେ ୮ମୀ। ଘାତଚନ୍ଦ୍ର- ନାସ୍ତି।

Taurus

ବୃଷ

Friday 02 Feb 2024

କୃତିକା- ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ଆଧ୍ୟାତ୍ମିକ ଆଲୋଚନାରେ ସମୟ ବିତାଇବେ । ନିଜର ଦୋଷ ତୃଟି ସ୍ୱୀକାର କରିବେ

ରୋହିଣୀ- ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଭଗବାନଙ୍କୁ ଆରଧନା ଦ୍ୱାରା ମନସ୍କାମନା ପୂରଣ ହେବ । ମହିଳାମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ

ମୃଗଶିରା- ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଖେଳକୁଦରେ ମନ ଦେବେ । ଫିଲ୍ମି ଉଦ୍ୟୋଗି କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ

ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :