Daily Horoscope 2nd February 2023: ଆଜି ଏହି ରାଶିର ବ୍ୟକ୍ତି ପରୀକ୍ଷାରେ ସଫଳତା ପାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1675301925-666460.jpg)
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର ।ଚନ୍ଦ୍ର – ମିଥୁନ ଅହୋରାତ୍ର ,ତିଥି – ୧୨ଶୀ ଦିବା ୦୪.୨୬ ଗତେ ୧୩ଶୀ
ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ ଦିବା ୦୪.୨୬ ପର୍ଯ୍ୟନ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
