• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd April 2024: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ...

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ନିଶାନ୍ତ ୦୪.୩୬ ଗତେ ମକର। ତିଥି- ୮ମୀ ରାତ୍ରି ୦୮.୦୯ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର।

Virgo

କନ୍ୟା

Tuesday 02 Apr 2024

ଉ,ଫାଲଗୁନି- ଆଖିରେ ଯନ୍ତ୍ରଣା ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର‌୍ୟ୍ୟ କରିପାରିବେ । ପରିବାରରେ କିପରି ତିକ୍ତତା ନଆସେ ସେଥି ଉପରେ ନଜର ରଖିବା ଆବଶ୍ୟକ।

ହସ୍ତା- ଆପଣ ଧନ ସଂଗ୍ରହ କରିବାରେ ସକ୍ଷମ ହେବେ । ଶିକ୍ଷାରେ ଭଲ ଫଳାଫଳ ପାଇବାକୁ ସକ୍ଷମ ହେବେ । ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ ।

ଚିତ୍ରା- ଅର୍ଜିତ ଧନ ଓ ମାନହାନି ଘଟିପାରେ । ଦୈବୀ ଆଶୀର୍ବାଦରୁ ସମସ୍ୟାଗୁଡିକ ସେତେ ଗୁରୁତର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ ।

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :