• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Sept 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଧନ ପ୍ରାପ୍ତି ହେବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ତିଥି –୪ର୍ଥୀ ରାତ୍ରି ୧୨/୦୯ ଗତେ ୫ମୀ ଚନ୍ଦ୍ର – ତୁଳା ରାତ୍ରି ୧୧/୨୩ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ପ୍ରାତଃ ୦୫/୫୨ ଗତେ ୧ପାଦ କୁଟୁମ୍ଭହାନି-ତିଳକାଞନ ଦାନ ନିଶାନ୍ତ ୦୫/୧୨ ପର୍ଯ୍ୟନ୍ତ ୦୧/୦୭

Libra

ତୁଳା

Thursday 29 Sep 2022

ଚିତ୍ରା – ଜୀବନସାଥିଙ୍କ ସହିତ ସାମଞସ୍ୟ ବଜାୟ ରହିବ

ସ୍ୱାତୀ –ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ

ବିଶାଖା – କାମରେ ଥିବା ଅବରୋଧ ଦୂର ହେଇଯିବ

ପ୍ରତିକାର –ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :