• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Sept 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଧନ ପ୍ରାପ୍ତି ହେବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ତିଥି –୪ର୍ଥୀ ରାତ୍ରି ୧୨/୦୯ ଗତେ ୫ମୀ ଚନ୍ଦ୍ର – ତୁଳା ରାତ୍ରି ୧୧/୨୩ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ପ୍ରାତଃ ୦୫/୫୨ ଗତେ ୧ପାଦ କୁଟୁମ୍ଭହାନି-ତିଳକାଞନ ଦାନ ନିଶାନ୍ତ ୦୫/୧୨ ପର୍ଯ୍ୟନ୍ତ ୦୧/୦୭

Virgo

କନ୍ୟା

Thursday 29 Sep 2022

ଉ , ଫାଲଗୁନୀ –ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ

ହସ୍ତା – ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ

ଚିତ୍ରା – ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ

ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :