• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th Sept 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଧନ ପ୍ରାପ୍ତି ହେବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ତିଥି –୪ର୍ଥୀ ରାତ୍ରି ୧୨/୦୯ ଗତେ ୫ମୀ ଚନ୍ଦ୍ର – ତୁଳା ରାତ୍ରି ୧୧/୨୩ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ପ୍ରାତଃ ୦୫/୫୨ ଗତେ ୧ପାଦ କୁଟୁମ୍ଭହାନି-ତିଳକାଞନ ଦାନ ନିଶାନ୍ତ ୦୫/୧୨ ପର୍ଯ୍ୟନ୍ତ ୦୧/୦୭

Pisces

ମୀନ

Thursday 29 Sep 2022

ପୂ , ଭାଦ୍ରପଦ - କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ

ଉ , ଭଦ୍ରପଦ - ଜୀବନସାଥିଙ୍କୁ ମନ ପସନ୍ଦ ଉପହାର ଦେବେ

ରେବତୀ – ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ

ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :