ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ତିଥି –୪ର୍ଥୀ ରାତ୍ରି ୧୨/୦୯ ଗତେ ୫ମୀ ଚନ୍ଦ୍ର – ତୁଳା ରାତ୍ରି ୧୧/୨୩ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ପ୍ରାତଃ ୦୫/୫୨ ଗତେ ୧ପାଦ କୁଟୁମ୍ଭହାନି-ତିଳକାଞନ ଦାନ ନିଶାନ୍ତ ୦୫/୧୨ ପର୍ଯ୍ୟନ୍ତ ୦୧/୦୭
ଧନିଷ୍ଠା – କୈାଣସି ଖବର ପାଇ ମନ ଅସ୍ଥିର ହୋଇପାରେ
ଶତଭିଷା – ଖାଦ୍ୟ ,ପାନୀୟ ପ୍ରତି ସଚେତନ ରୁହନ୍ତୁ
ପୂ , ଭାଦ୍ରପଦ –ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ
ପ୍ରତିକାର –ନାଲି ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮