ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୨.୦୮ ଗତେ ବିଛା,ତିଥ- ୪ର୍ଥୀ ରାତ୍ରୀ ୦୮.୨୧ ଗତେ ୫ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ ।
ଉ- ଫାଲ୍ଗୁନୀ- ବ୍ୟବସାୟ ଆରମ୍ଭ କରିବାରେ ଭଲ ସମୟ ଆସିପାରେ । ସର୍ବଦା କାର୍ୟ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୂଭୂତି ଜାଗ୍ରତ ହେବ
ହସ୍ତା- ମନକୁ ସ୍ଥିର ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ସତର୍କ ରହି କାର୍ୟ୍ୟ କରିବେ ସୁଫଳ ମିଳିପାରେ । ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି
ଚିତ୍ରା- ନିଜର ଆଦର୍ଶ ପ୍ରତିଷ୍ଠା କରିବାରେ ସକ୍ଷମ ହେବେ । କଳା, ବାଣିଜ୍ୟରେ ସନ୍ତୋଷ ଜନକ ଫଳ ପାଇ ପାରନ୍ତି । ବିରୋଧୀ ମାନେ କୈାଣସି କ୍ଷତି କରିପାରିବେ ନାହିଁ ତେଣୁ ସର୍ତକ ରହିବା ଆବଶ୍ୟକ
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫