• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Sept 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଅଧୁରା କାମ ପୂରଣ ହେବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର ତିଥି – ୩ୟା ରାତ୍ରି ୦୧/୨୭ ଗତେ ୪ର୍ଥୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Capricorn

ମକର

Wednesday 28 Sep 2022

ଉ , ଷାଢା - ପେଟ ବ୍ୟଥା ଜନିତ ରୋଗ ଦେଖାଦେବ

ଶ୍ରବଣା – ଜମି , ଜମା ମାମଲାକୁ ନେଇ ପରିବାର କଳହ ଦେଖାଦେଇ ପାରେ

ଧନିଷ୍ଠା –ଯାତ୍ରା ସମୟରେ ସାବଧାନାତା ଅବଲମ୍ବନ କରନ୍ତୁ

ପ୍ରତିକାର – ମାଆ ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :