ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର ତିଥି – ୩ୟା ରାତ୍ରି ୦୧/୨୭ ଗତେ ୪ର୍ଥୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
ମୂଳା – ଅଫିସରେ ଲାଗିରହିଥିବା ଅବ୍ୟବସ୍ଥା ସମାଧାନ ହୋଇଯିବ
ପୂ , ଷାଢା – ବାହନ କିଣିବାରେ ଆଗ୍ରହ ବଢିପାରେ
ଉ , ଷାଢା –ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପରିଚିତ ହୋଇ ପାରନ୍ତି
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩