ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର ତିଥି – ୩ୟା ରାତ୍ରି ୦୧/୨୭ ଗତେ ୪ର୍ଥୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
ମୃଗଶିରା -ପରିବାରରେ କାହା ସହ ବାଦ ବିବାଦ ହୋଇପାରେ
ଆଦ୍ରା - ଜୀବନ ଉତ୍କୁଷ୍ଟ କରିବା ଲାଗି ଚେଷ୍ଟା କରନ୍ତୁ
ପୁନର୍ବସୁ - ପରିଶ୍ରମ ଅନୁଯାୟୀ ଫଳ କମ୍ ମିଳିବ
ପ୍ରତିକାର – ମାଆ ବିରଜାଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫