ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର ତିଥି – ୩ୟା ରାତ୍ରି ୦୧/୨୭ ଗତେ ୪ର୍ଥୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
ପୂ , ଭାଦ୍ରପଦ - କର୍ତୁପକ୍ଷଙ୍କ କଥାକୁ ଭଲ ଭାବରେ ଶୁଣି ମତ ଦିଅନ୍ତୁ ଖୁସି ହେବେ
ଉ , ଭଦ୍ରପଦ - ଚାହୁଁଥିବା କାମ ସହଜରେ ପୁରା ହୋଇଯିବ
ରେବତୀ –ନୂଆ ଜାଗାକୁ ବୁଲିବାକୁ ଯାଇ ପାରନ୍ତି
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ୍ ଏହି ମନ୍ତ୍ରକୁ ଜପ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩