• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Sept 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଅଧୁରା କାମ ପୂରଣ ହେବ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର ତିଥି – ୩ୟା ରାତ୍ରି ୦୧/୨୭ ଗତେ ୪ର୍ଥୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Aquarius

କୁମ୍ଭ

Wednesday 28 Sep 2022

ଧନିଷ୍ଠା – କୈାଣସି କାର୍ଯ୍ୟରେ ବ୍ୟସ୍ତ ବହୁଳ ରହିବେ

ଶତଭିଷା – ମିଥ୍ୟା କହି ଧରା ପଡିପାରନ୍ତି

ପୂ , ଭାଦ୍ରପଦ –ଦୁଃସାହାସିକ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ

ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :