ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର ତିଥି –୨ୟା ରାତ୍ରି ୦୨/୨୮ ଗତେ ୩ୟା ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬/୧୭ ଗତେ ତୁଳା ଘାତ ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬/୧୭ ପର୍ଯ୍ୟନ୍ତ ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨/୨୮ ଗତେ ୧ ପାଦ -କୃଷିହାନି-ଭୂମିଦାନ
ଚିତ୍ରା – ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ
ସ୍ୱାତୀ –ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ
ବିଶାଖା –ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି
ପ୍ରତିକାର – ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬