ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର ତିଥି –୨ୟା ରାତ୍ରି ୦୨/୨୮ ଗତେ ୩ୟା ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬/୧୭ ଗତେ ତୁଳା ଘାତ ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬/୧୭ ପର୍ଯ୍ୟନ୍ତ ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨/୨୮ ଗତେ ୧ ପାଦ -କୃଷିହାନି-ଭୂମିଦାନ
କୃତିକା - ଆପଣ ଟିକେ ଆଳସ୍ୟ ଅନୁଭବ କରିବେ
ରୋହିଣୀ – କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ
ମୃଗଶିରା –ଆପଣଙ୍କର ବହୁତ କାମ ଅଧୁରା ରହିପାରେ
ପ୍ରତିକାର – ମାଆ କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬